ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିସୋରା ଗ୍ରାମ ପଞ୍ଚାୟତ ର ସରଧାପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଅଛି। ବାଇକ୍ ସ୍କୁଟି ମୁହାମୁହି ଧକ୍କା ହେବା ଯୋଗୁଁ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଅଛି। ତିନିଜଣ ଗୁରୁତର ହୋଇଛନ୍ତି। ବରଗଡ଼ ଥାନା ଝାରବନ୍ଧ ର ବିଲାସପୁର ଗ୍ରାମ ର ଦିଲୀପ କୁମାର ଭୋଇ ଖରୀଆର ରୋଡ କୁ ଲାପଟପ କିଣିବାକୁ ଏକ ସ୍କୁଟି ରେ ଆସି ଫେରୁ ଥିବା ବେଳେ ବେଲଟୁକୁରି ଥାନା ବିଶୋରା ପଞ୍ଚାୟତ ସରଦାପୁର ଗ୍ରାମର ତୁଲାରାମ ପାଣ୍ଡେ, ସ୍ତ୍ରୀ ଭୂତ କୁଆଁରୀ ପାଣ୍ଡେ, ଏବଂ ପୁଅ ସୋମନାଥ ପାଣ୍ଡେ ଙ୍କୁ ଖରୀଆର ରୋଡ ରେଳ ଷ୍ଟେସନ କୁ ନେଇ ଛାଡ଼ିବାକୁ ଯାଉଥିଲେ। ଗ୍ରାମର ରାହୁଲ ପାଣ୍ଡେ, ଗୋଟିଏ ପରିବାର ର ତିନି ଜଣଙ୍କୁ ରେଳୁଏ ଷ୍ଟେସନ୍ କୁ ଛଡ଼ି ଯାଉଥିଲେ। ଏହି ଦୁର୍ଘଟଣା ରେ ପାଞ୍ଚ ଜଣଙ୍କୁ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଥିବା ବେଳେ ଦୁଇ ଜଣ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଲୀପ କୁମାର ଭୋଇ ଏବଂ ତୁଲାରମ ଙ୍କ ମୃତ୍ୟୁ ହୋଇଅଛି। ଆହତଙ୍କ ମଧ୍ୟରେ ତିନି ବର୍ଷ ଶିଶୁ ସୋମନାଥ ଙ୍କୁ ରାୟପୁର, ରାହୁଲ ପାଣ୍ଡେ ଙ୍କୁ ବଲାଙ୍ଗୀର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଭୂତ କୁଆଁରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଅଛି।

Post a Comment