ନୂଆପଡା (ପରମେଶ୍ୱର ମେହେର) ଟିମନପୁର ଗୋଁଣ୍ଡୱନା ବଗିଚା ଠାରେ ସିନାପାଲି ବ୍ଲକ ସ୍ତରୀୟ ବିରଙ୍ଗନା ରାଣୀ ଦୁର୍ଗାଵତୀଙ୍କ୪୫୯ତମ୍ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଉକ୍ତ ସଭାରେ ସିନାପାଲି ବ୍ଲକ ଗୋଁଣ୍ଡ ସମାଜ ଉପ ସଭାପତି ଶ୍ରୀଯୁକ୍ତ ଚିକନୁ ମାଝୀ ସଭାପତିତ୍ବ କରିଥିଲେ ନୂଆପଡ଼ା ଜିଲ୍ଲା ଗୋଁଣ୍ଡ ସମାଜ ସଭାପତି ଶ୍ରୀଯୁକ୍ତ ଦିବ୍ୟସିଂହ ମାଝୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଶ୍ରୀ ଯୁକ୍ତ ପ୍ରଶନ୍ନ କୁମାର ମାଝୀ ପୁର୍ବତନ ଜିଲ୍ଲା ସଭାପତି, ବିଶିଷ୍ଟ ଅତିଥି ଶ୍ରୀ ଯୁକ୍ତ ହୃଦାନନ୍ଦ ମାଝୀ ଅବସରପ୍ରାପ୍ତ ତହସିଲଦାର, ସମ୍ମାନିତ ଅତିଥି ଶ୍ରୀ ମତୀ ରମ୍ଭକାନ୍ତି ମାଝୀ ସିନାପାଲି ଗୋଁଣ୍ଡ ସମାଜ ସଭାନେତ୍ରୀ, ସମ୍ମାନିତ ଅତିଥି ଶ୍ରୀ ମତୀ ଅମ୍ବିକା ମରକାମ ଗୋଁଣ୍ଡିଧର୍ମ ପ୍ରଚାରକ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ମାଝୀ ବ୍ଳକ ସଂମ୍ପାଦକ, ଶ୍ରୀ ଯୁକ୍ତ ଗୋବିନ୍ଦ ଓଟି ଭୁମିଦାନ କରିଥିବା, ଶ୍ରୀ ଯୁକ୍ତ ଯଶୋବନ୍ତ ମାଝୀ ଟିମନପୁର ସର୍କଲ ସଭାପତି,ଘାଟମାଲ ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର ମାଝୀ ଗୋର୍ଳା ସଭାପତି ଶ୍ରୀଯୁକ୍ତ ଦେବ ସିଂହ ମାଝୀ, ଖର୍ସେଲ ସଭାପତି ଶ୍ରୀଯୁକ୍ତ ଚିତ୍ରୁ ମାଝୀ,ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ଗଣେଶ ମାଝୀ,ଖଇରପଦର ସଭାପତି ଶ୍ରୀଯୁକ୍ତ ଭଗବାନ ମାଝୀ ଓ ସିନାପାଲି ପ୍ରତ୍ୟେକ ସର୍କଲ ସଭାପତି ଉପସ୍ଥିତ ହୋଇ। ସିନାପାଲି ବ୍ଲକ ରେ ବରିଷ୍ଠ ସମାଜ ସେବୀ ଅହରହ ସମାଜ କୁ ଦିଗଦର୍ଶନ ସମାଜ ସେବୀ ସମାଜ ଦ୍ରୁତ ଏମିତି ୧୦ ଜଣଙ୍କୁ ମାନପତ୍ର ଦେଇ ଆଗାମୀ ଦିନରେ ଟିମନପୁର ଠାରେ ରାଣୀ ଦୁର୍ଗାବତି ଙ୍କ ପ୍ରତି ମୂର୍ତ୍ତି ସ୍ଥାପିତ କରିବା ପାଇଁ ନିଷ୍ପିନିଆଯାଇଛି ।ମଞ୍ଚପରିଚାଲନ କରିଥିଲେ ରାଣ୍ଡିମୁଣ୍ଡା ସର୍କଲ ସଭାପତି ଶ୍ରୀଯୁକ୍ତ ଗଣେଶ ରାମ ମାଝୀ ପରିଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।

Post a Comment