ଖଡିଆଳ:-୨୫/୫/(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ବିୱାନ ସରାଫ କ୍ରିକେଟଟୁର୍ଣ୍ଣାମେଣ୍ଟରେ ନିଜର ସହଭାଗିତା ଦେଇ ସଫଳ ବିଜୟ ରେ ନିଜ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଖଡ଼ିଆଳ କୈଳାସ ସରାଫ ଏବଂ ମାତା ବନ୍ଦନା ସରାଫ ଙ୍କ ପୁଅ ବିୱନ୍ ସରାଫ ନିଜ ସ୍କୁଲ ତରଫରୁ ଚୟନ ହୋଇ ରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଗୋଆ ଠାରେ ଅନୁଷ୍ଠିତ ଟି -୧୦ ରାଷ୍ଟ୍ରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ମହାରାଷ୍ଟ୍ର କୁ ହରାଇ ୟୁଗାନ୍ତର ଚମ୍ପିୟାନ ହୋଇଛନ୍ତି। ଗତ ୧୮ ମେ ରୁ ୨୨ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଟି -୧୦ ରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟେ ରେ ରାଜ୍ୟ ର ଦଳ ମାନେ ଯୋଗ ଦେଇଥିଲେ। ନିର୍ଦ୍ଧାରିତ ୧୦ ଓଭର ରେ ମୁମ୍ବାଇ ମହାରାଷ୍ଟ୍ର ୮୫ ରନ ସଂଗ୍ରହ କରିଥିବା ବେଳେ ଏହାର ବିପକ୍ଷ ରେ ୪ ଗୋଟି ୱିକେଟ ହରାଇ ୭.୪ ବଳ ରେ ଲକ୍ଷ ହାସ କରି ୬ ୱିକେଟ ରେ ବିଜୟ ହାସଲ କରିଥିଲେ। ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇବା ସହ କ୍ରିକେଟ ଦଳ ରେ ଖଡିଆଳ ର ବିୱାନ ସରାଫ ସାମିଲ ହୋଇ ନିଜ ବୋଲିଙ୍ଗ କରି ନିଜ ସ୍କୁଲ କୁ ବିଜୟ ଲାଭ କରିବାରେ ସହାୟତା କରିଥିଲେ।

Post a Comment