ନୂଆପଡା (ପରମେଶ୍ୱର ମେହେର) ନୂଆପଡା ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବୁଧୁବାର ପୂର୍ବାହ୍ନରେ ନୂଆପଡା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ସଦର ବ୍ଲକ ପାଗରପାଣି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିବାସହିତ ଦୁଇ ଅନ୍ତରଜ୍ୟ କାଠ ବ୍ୟବସାୟୀଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ଗିରଫ ଦୁଇ ଅନ୍ତରାଜ୍ୟ ବ୍ୟବସାୟୀ ସଦର ବ୍ଲକ ପାଗରପାଣି ଗାଁର ନୃତ ତାଣ୍ଡି ( ୬୫) ଓ କୃତ ତାଣ୍ଡି (୬୨) ବୋଲି ନୂଆପଡା ରେଞ୍ଜର ସୁନୀଲ କୁମାର ମିଶ୍ର ସୂଚନା ପ୍ରଦାନ କରିଥିବା ବେଳେ ଚଢାଉ କରିଥିବା ନୂଆପଡା ବନ ବିଭାଗର ସ୍ୱତନ୍ତ୍ର ଟିମରେ ସଦର ବନପାଳ ଖଗେଶ୍ୱର ମାଝୀ, ଟିକେଦେଇ ଶବର, ହିମାଦ୍ରୀ ସରାଫ ଏବଂ ଵନରକ୍ଷୀ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର, ସସ୍ମିତା ବାଗ, ଧନଞ୍ଜୟ ନିଆଲ, ସଚ୍ଚିଦାନନ୍ଦ ସାହୁ, ସୁଚିସ୍ମିତା ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment