ନୁଆପଡ଼ା:-(ବିରବଲ ପ୍ରଧାନ)ନୂଆପଡା ଜିଲ୍ଲାରେ ଦିନକୁ ଦିନ ନିର୍ବାଚନ ସରଗରମ ହୋଇ ଉଠିଥିବାବେଳେ ଆଜି ରାଜ୍ୟ ବିଜେଡିରେ ବିଧିବଦ୍ଧ ଭାବେ ପ୍ରଥମ ପର୍ଯ୍ୟୟର ବିଧାନ ସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ପୂର୍ବତନ ନୂଆପଡା ବିଧାୟକ ତଥା ଓଡିଶା ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାମ ନୂଆପଡା ବିଧାନସଭା ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ରାଜ୍ୟ ବିଜେଡି ପକ୍ଷରୁ ଘୋଷିତ ହୋଇଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ତଥା ନୂଆପଡା ବିଧାନସଭା ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି ତଥା ଆଜି ଖଡିଆରୋଡ ସ୍ଥିତ ବିଜେଡିକା ର୍ଯ୍ୟାଳୟରେ କାର୍ଯ୍ୟକର୍ତା ଏବଂ ଶହ ଶହ ସଂଖ୍ୟାରେ ଅଂଚଳରୁ ଠୁଳ ହୋଇ ବାଣ ଫୁଟାଇ ନିଜ ଖୁସି ଜାହିର କରିଥିବା ନଜରକୁ ଆସିଛି, ବାଣ ଫୁଟାଇ ନିଜ ଖୁସି ଜାହିର କରିଥିବା ବେଳେ `ଅପକିବାର ଏକଲାଖ ପାର' ବୋଲି ସମର୍ଥକମାନେ ନାରା ଦେଇ ଖୁସି ଜାହିର କରିଥିଲେ।

Post a Comment