ବଲାଙ୍ଗୀର 26/03 (ଗଣେଶ ଦାସ) କୋଶଲିଡେରା ର ହୋଲି କବିତା ଆସର ଅଗ୍ରଣୀ କୋସଲି ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ଘସିଏନ ହନୁମାନ ମନ୍ଦିର ନିକଟରେ ହୋଲି କବିତା ଆସର ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ କବି ଦିଲ୍ଲୀପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।କବି ରବିଚନ୍ଦ୍ର ସାହୁଙ୍କ ସଂଯୋଜନା ରେ ଅଞ୍ଚଳର ବହୁ କବି ଯୋଗ ଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।ଏହି କବିତା ଆସର ଅବସରରେ ବିଶିଷ୍ଟ କବି ସଂଗଠକ ଧରମ ସିଂ ଧରୁଆ ଙ୍କୁ ସମର୍ଦ୍ଧିତ କରାଯାଇଥିଲା ।ଏହି ଆସରରେ କବି ସନ୍ତୋଷ କୁମାର ଦାସ, ଶଙ୍ଖଧର ମାଝୀ,ଗୋଲାପ ବିଶି,ଥବିର ଦୀପ,ଶାନ୍ତନୁ କୁମାର ବୁଦ୍ଧିଆ,କବି ପାତ୍ର ,କ୍ଷୀରୋଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଲାଲଚନ ବଗର୍ତ୍ତି ଧନ୍ୟବାଦ ଦେଇଥିଲେ ।

Post a Comment