ବଲାଙ୍ଗୀର : ୯/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ସଇଁତଳା ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇ ଓ ବକ୍ତା ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏସଏସଡିର ପ୍ରଧାନଶିକ୍ଷୟିତ୍ରୀ ନମିତା ହୋତା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ବିଶ୍ୱଜିତ ଦାଶ, ସଇଁତଲା ବନପାଳ ଆଶୁତୋଷ ମହାକୁର, ସଇଁତଳା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତନ କୁମାର ରଣା, ସମାଜ ସେବି ବିଘ୍ନ ରାଜ ରଣା, ସମାଜ ସେବୀ ବିପିନ କୁମାର ନାଗ, ବିଦ୍ୟାଳୟର ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳଙ୍କୁ ଫୁଲତୋଡ଼ା ଦେଇ ସମ୍ମାନୀତ କରାଗଲା । ବିଦ୍ୟାଳୟ ର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ଜଣ ଶିକ୍ଷକ ରାମ ନାରାୟଣ ଦାଶ ଓ ସୁଦର୍ଶନ ଦାଶଙ୍କୁ ଏହି ଅବସରରେ ସମ୍ବୋର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଉତ୍ତମ ଛାତ୍ରୀ ଭାବରେ ମାମୁନି ପ୍ରଧାନକୁ ସର୍ବ ଶ୍ରେଷ୍ଠ ଛାତ୍ରୀ ପୁରସ୍କାର ଦିଆ ଗଲା । କାର୍ଯ୍ୟକ୍ରମରେ ଡ଼ା. ବିମ୍ବାଧରୀ ମିଶ୍ର, ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ, ଅନୁସୟା ରଣା,ଶିକ୍ଷକ ସମୀର ସେଠି, ଶିକ୍ଷକ ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ଖେଳ ଶିକ୍ଷୟିତ୍ରୀ ଶିବାନୀ ମଲ୍ଲିକ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଶିକ୍ଷୟିତ୍ରୀ କାନ୍ତି ଭୋଇ, ଶିକ୍ଷୟିତ୍ରୀ ଦ୍ରୌପଦୀ ଭୋଇ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଦେଇଥିଲେ ।

Post a Comment