ବିଶିକା ଦେଇପୁର ରେ ନାଳୁଆ ୱାର୍ଡ ମେମ୍ବର ଗୁଣ୍ଡା ଗିରି ଓ ଦବଙ୍ଗ ଗିରି ।
ବାଲିଆପାଳ,୬/୧୧ (ପ୍ରଭାକର ମଲ୍ଲିକ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡି ଗ୍ରାମ ପଞ୍ଚାୟତର ବିଶିକା ଦେଇପୁର ଗ୍ରାମରେ ମାତିଛି ନାଳୁଆ ୱାର୍ଡ ମେମ୍ବର ପ୍ରଦୀପ ପଟ୍ଟା ୟତ । ସେ ଜଣେ ନଷ୍ଟ ଚରିତ୍ର ଗୁଣ୍ଡା , ମଦୁଆ , ଭଷ୍ଟାଚାରି , କେଳେ ଙ୍କ। ରୀ ର ଅସଲ ମୁଖା ପଦାରେ ପଡି ଦାଣ୍ଡରେ ଗଡୁଛି ।ଏହି ନଷ୍ଟ ଚରିତ୍ର ୱାର୍ଡ ମେମ୍ବର ପ୍ରତ୍ୟେକ ଦିନ ନଦୀ ପୋଖରୀ କୂଳରେ ଛକି ବସି ଝିଅ ,ବୋହୂ ଙ୍କ ର ଗାଧୋଉ ଥିବା ବେଳେ ସେ ଖରାପ୍ ଦୃଷ୍ଟି ରେ ଦେଖିବା ସହ ମୋବାଇଲ୍ ରେ ଫୋଟ , ଭିଡିଓ କରି ବ୍ଲାକ ମେଲିଂ କରେ ଓ ମୋଟା ଅଙ୍କର ଅର୍ଥ ଦାବି କରେ । ଏବଂ ପ୍ରଦୀପ କୌଣସି ଜାଗାରେ କାମ ନକରି ଅର୍ଥ ହଡ଼ପ କରିଥିବାର ବିଶିକା ଦେଇ ପୁର ଗ୍ରାମର ଲୋକ ମାନେ ଜାଣିଲେ କଳଙ୍କିତ ୱାର୍ଡ ମେମ୍ବର ଲୋକ ମାନଙ୍କୁ ରାସ୍ତାରେ ଅଶ୍ଳୀଳ ଭାଷାରେ ଇଙ୍ଗିତ କରି ହାତରେ ଭୁଜାଲି ଧରି ଜାଣିବାକୁ ଗୋଡ଼ାଇ ଥିଲା । ସେହି ଗ୍ରାମର ପିଲା ରଜନୀ କାନ୍ତ ପଟ୍ଟା ୟତ କୁ । ଏହି ଅସାମାଜିକ ୱାର୍ଡ ମେମ୍ବର ପ୍ରଦୀପ ର ବିଭିନ୍ନ ଦୁର୍ନୀତି କୁ ଲୋକେ ବିରୋଧ କଲେ ଅତ୍ୟଧିକ ମଦ୍ୟ ପାନ କରି ଗ୍ରାମର ଗୁଣ୍ଡା ଗିରି ଓ ଆତଙ୍କ କରିବାରେ ଲାଗିଛି । ଯାହା ଫଳରେ ଲୋକମାନେ ଅତିଷ୍ଠ ହୋଇଗଲେଣି । ଏ ବାବଦରେ ରଜନୀ କାନ୍ତ ପଟ୍ଟା ୟ ତ ସାର୍ଥା ଫାଣ୍ଡି ରେ ଅଭିଯୋଗ କରିଛନ୍ତି ।
Post a Comment