ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଥରେ ପାଳିତ ହୋଇଥିବା ନବ ଦୁର୍ଗା ପୂଜାର ଦଶମୀ ତିଥିରେ ବ୍ଲକ ବିଶ୍ବହିନ୍ଦୁ ପରିଷଦ ତରଫରୁ ଶାସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ବ୍ଲକ ବିଶ୍ବହିନ୍ଦୁ ପରିଷଦର ସଭାପତି ଶ୍ରୀଯୁକ୍ତ- ସତ୍ୟବ୍ରତ ଗହିର ଙ୍କ ଆବାହନରେ ଦେବୀ ସ୍ଥଳର ମୁଖ୍ୟ ପୂଜକ ଶ୍ରୀଯୁକ୍ତ- ଶ୍ରୀ ବସ୍ ସ ସୂପକାର ଭାରତୀୟ ଗ୍ରନ୍ଥ ଗୁଡ଼ିକର ପୂଜନ କରିଥିଲେ । ଏହି ଅବସରରେ ବିଶିଷ୍ଟ ରାଜନୀତିଜ୍ଞ ଶ୍ରୀଯୁକ୍ତ - ଲମ୍ବୋଦର ନିଆଲ ଉପସ୍ଥିତ ରହି ଭାରତୀୟ ପ୍ରାଚୀନ ଗ୍ରନ୍ଥ ଓ ସତ୍ ସାହିତ୍ୟ ପଠନ ଓ ତାର ପ୍ରଣୟନ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରି ପାରିବ ବୋଲି ମତ ଦେଇଥିଲେ । ପୂଜନ ବେଳାରେ ଶ୍ରୀ - ଶୁଭନାରାୟଣ ଦଣ୍ଡସେନା , ଶ୍ରୀ - ଫୁଲଚନ୍ ଦଣ୍ଡସେନା , ଶ୍ରୀ - ଶୁଭ୍ରାଂଶୁ ମୌଲି ପୁରୋହିତ , ଶ୍ରୀ - ରାଜାରାମ କଟା , ସଞ୍ଜୟ ବେହେରା , ଲୋକନାଥ ସା , ସମସ୍ତ ଦେବୀ ପୂଜକ ,କର୍ତ୍ତା କର୍ତି , ଗ୍ରାମର ମାଆ ଭଉଣୀ ଓ ଭକ୍ତ ମଣ୍ଡଳୀ ଉପସ୍ଥିତ ଥିଲେ।

Post a Comment