ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଶିଆଳଲଟି ଗାଁ ର ଗର୍ଭବତୀ ଲଳିତା ମାଝୀ ଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ନୂଆପଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇ ଥିଲେ ଶ୍ରୀ ଇନ୍ଦ୍ର ମାଝୀ ଯୋଗାଯୋଗ କରିଥିଲେ. ପରେ ସାଙ୍ଗେ ସାଙ୍ଗ ରକ୍ତଦାତା ଙ୍କୁ ଯୋଗାଯୋଗ କରିଥିଲେ. ସମାଜସେବୀ ଶ୍ରୀ ଗଙ୍ଗାଧର ନାଗ ଡାକ୍ତରଖାନା କୁ ଯାଇ ଠିକ ସମୟ ରେ ରକ୍ତ ଦେଇ ଲଳିତା ମାଝୀ ଙ୍କ ଜୀବନ ବଞ୍ଜାଇଥିଲେ, ଶ୍ରୀ ନାଗ ରକ୍ତ ଦାନ 6 ଥର ହେବ ବୋଲି ବହୁତ ମୁଁ ନିଜ କୁ ଆନ୍ଦିତ ଖୁସି ବୋଲି କହିଥିଲେ. ଆଗକୁ ମଧ୍ୟ ଆହୁରି ରକ୍ତ ଦେବି ବୋଲି କହିଛନ୍ତି।
ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଜାଇଲେ ସମାଜସେବୀ ଗଙ୍ଗାଧର ନାଗ
ଆଜତକ ଓଡ଼ିଶା
0
Post a Comment