ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ରେ ପୁଣି ଗଞ୍ଜେଇ ଜବତ । ସୋନପୁର ଜିଲ୍ଲାର ଶରଧାପାଲି ଛକରୁ ଏକ ବୋଲେରୋ GH-17-D-1708 ରୁ ୩୦ କେଜି ଗଞ୍ଜେଇ ଧରିଲା ଅବକାରୀ ବିଭାଗ । ତେବେ ବିହାର ନୱାଡା ର ସୋନି କୁମାର, ମୁକେଶ କୁମାର ଙ୍କ ସହ ଝାଡଖଣ୍ଡ ର ଅନିଲ ପାଣ୍ଡେ କୁ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ରୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେବା ସହ ଆଜି ସମସ୍ତଙ୍କୁ କୁ କୋଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment