ଜୁନାଗଡ଼, ୦୧/୭(ଧୀରେନ୍ଦ୍ର ସୁନାନି) ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟ କରୁଥିବା ଟ୍ରାକ୍ଟର ଡ୍ରାଇଭର୍ ଡପିଙ୍ଗ ୟାର୍ଡ଼ ରେ ଦୁର୍ଘଟଣା ହୋଇ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ ହୋଇ ଯାଇଛି । ମୃତ ବରଣ କରିଥିବା ଡ୍ରାଇଭର୍ ସୁଶିଲ ସିଂହ (୩୫) ଦୀର୍ଘ ଦିନ ରୁ ଏନ୍ ଏ ସି ର ସଫେଇ ରେ ନିୟୋଜିତ ଟ୍ରାକ୍ଟର ରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଥିଲେ । ଶୁକ୍ର ବାର ଏନ୍ ଏ ସି ଡ ମପିଙ୍ଗ ୟାର୍ଡ଼ ରେ ଅଳିଆ ଆବର୍ଜନା ନେଇ ଅନଲୋଡ କରୁଥିବା ବେଳେ ଟ୍ରାକ୍ଟର ରୁ ଛିଟିକି ପଡି ତଳେ ପଡି ଚକ ତଳେ ଚାପି ହୋଇ ଯାଇଥିଲେ । ଫଳ ରେ ଘଟଣା ସ୍ତଳ ରେ ତାଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ଘଟଣା ସ୍ତଳ ରେ ଏନ୍ ଏ ସି ଅଧିକାରୀ ଓ ପୁଲିସ ପହଂଚି ତାଙ୍କୁ ଉଦ୍ଧାର କରି ଜୁନାଗଡ ଡାକ୍ତର ଖାନା କୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯିବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ମୃତ ସୁଶିଲ ସିଂହ ଙ୍କ ଦୁଇ ଛୋଟ୍ ପୁଅ ଅଛନ୍ତି । ସେ ଅତ୍ୟନ୍ତ ଗରିବ ଶ୍ରେଣି ର ହୋଇଥିବା ରୁ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

Post a Comment