ଜଳେଶ୍ବର,୦୭/୬(ଜଗନ୍ନାଥ ଗୋଛାୟତ) ଆଜି ଜଳେଶ୍ୱର ରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଜଳେଶ୍ୱର ଶାନ୍ତିଆ ରେଳ ଫାଟକ ପାଖରେ ଏକ ବିଶାଳ ବରଗଛ ଟ୍ରେନ ଲାଇନ ଉପରେ ପଡ଼ି ଟ୍ରେନ ଯିବା ଆସିବା ପାଇଁ ବାଧାପ୍ରାପ୍ତ ହୋଇଥିଲା । ଏହି ଖବର ସଙ୍ଗେ ସଙ୍ଗେ ଶାନ୍ତିଆ ଯୁବକ ମାନେ ପାଇଁ ଘଟଣା ସ୍ଥାନରେ ପହଁଚି ଏହି ଲାଇନ ଉପରେ ପଡ଼ିଥିବା ବିଶାଳ ଗଛକୁ ସଫା କରାଇ ଥିଲେ । ଏହି ଯୁବକ ମାନେ କାହାକୁ ଅପେକ୍ଷା ନ କରି ଏହି ମହାନ କାଯ୍ୟ ନିଜ ହାତକୁ ନେଇ କାଯ୍ୟ ସମ୍ପନ୍ନ କରାଇଥିଲେ । କିଛି ଦିନ ଆଗରୁ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ରେ ଶହ ଶହ ଲୋକଙ୍କ ମୁର୍ତ୍ତୁ ଏବଂ ଅନେକ ଆଘାତ ହୋଇଥିଲେ ଏହି ଖବର ସଭିଙ୍କ ମନରେ ଏକ ଭୟ ସୃଷ୍ଟି କରିଛି ଯେମିତି ଏହି ପରି ଦୁର୍ଘଟଣା ଭବିଷ୍ୟତ ରେ ନ ହେଉ ସେଥିପାଇଁ ସଭିଏଁ ସତର୍କ ସହିତ ସଚେତନତା ଅଵଲମ୍ବନ କରୁଛନ୍ତି । ଏହି କାଯ୍ୟକ୍ରମରେ ସେଠାରେ ରେଳ ଫାଟକ ପାଖରେ ରେଳ କର୍ମଚାରୀ ଅମେରେନ୍ଦ୍ର କୁମାର,ଶାନ୍ତିଆ ଗ୍ରାମ ର ଯୁବକ ଅମୁଲ୍ୟ ଅଣ୍ଡିଆ, ରାଜେଶ୍ୱର ଅଣ୍ଡିଆ, ଦୁଲାଲ ରଣା, ରାଜେଶ୍ ବ୍ରହ୍ମ, ଭାଗବତ ଅଣ୍ଡିଆ ଉପସ୍ଥିତ ରହି ଏହି ମହାନ କାଯ୍ୟ ସମ୍ପନ କରିଥିଲେ । ଏହି ପରି କାଯ୍ୟ କୁ ଗ୍ରାମବାସି ଅତ୍ୟନ୍ତ ପ୍ରସସା କରିବା ସହିତ ଜଳେଶ୍ୱର ଷ୍ଟେସନ ତରଫରୁ ଏହି ଗ୍ରାମବାସିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

Post a Comment