ଜଳେଶ୍ବର,୧୧/୬ (ଜଗନ୍ନାଥ ଗୋଛାୟତ) ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହା ବୃତ୍ତି-୧ ଗ୍ରାମପଞ୍ଚାୟତ ର ବାରବାଟିଆ ଗ୍ରାମର ସରସ୍ଵତୀ କୋଚିଂ ସେଣ୍ଟର ତରଫରୁ (+୨) କଳାର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ସଞ୍ଜିତ ଜେନାଙ୍କ ସଭାପତିତ୍ଵ କରୁଥିଲା ବେଳେ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି (ବାଲେଶ୍ଵର) ରାଜେନ୍ଦୁ ବିକାଶ ପାତ୍ର, ବରିଷ୍ଠ ଆଇନଜୀବୀ ରାଜକିଶୋର ଜେନା , ବରିଷ୍ଠ ସମାଜସେବୀ ଶ୍ରୀପତି ଜେନା ଓ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ରାଜ କୁମାର ଜେନା ଏବଂ ସୌରଭ ରାଉଳ ଉକ୍ତ ସଭାରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌଙ୍କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା. I ଆନନ୍ଦ ମୟୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ନର୍ମଦା ଦତ୍ତ (୪୬୧) ମାର୍କ ରଖି ମହାବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନରେ ରହିଅଛନ୍ତି । ଛାତ୍ରୀ ମଧୁସ୍ମିତା ଜେନା, ଗାୟତ୍ରୀ ଅଣ୍ଡିଆ, ଅନେକ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କୋଚିଂ ସେଣ୍ଟର ରୁ ଚଳିତ ବର୍ଷ ସର୍ବମୋଟ୍ ୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୫ଜଣ ପ୍ରଥମ ଶ୍ରେଣୀ, ୮ଜଣ ଦ୍ଵିତୀୟ ଶ୍ରେଣୀ, ୩ଜଣ ତୃତୀୟ ଶ୍ରେଣୀ ରେ ଉତ୍ର୍ଣ୍ଣୀ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ପାସହାର (୧୦୦%)ରହିଛି । ଏହି ଭଳି ସଫଳତା ପାଇଁ ଛାତ୍ରଛାତ୍ରୀମାନେ ସରସ୍ଵତୀ କୋଚିଂ ସେଣ୍ଟର ମୁଖ୍ୟ ଶ୍ରୀ ଜେନା , ରାଜେଶ ଜେନା, ଆଧ୍ୟାପିକା ମିତାରାଣୀ ଜେନା, ଭୂଦେବ ପଣ୍ଡା , ସତ୍ୟରଞ୍ଜନ ସାମଲ ଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ।

Post a Comment