ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ତରଫ ରୁ ରକ୍ତଦାନ ଶିବିର


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଓଡ଼ିଶା ପ୍ରାନ୍ତୀୟ ମାରୱାଡି ୟୁବା ମଞ୍ଚ ନିର୍ଦ୍ଦେଶ ପୁରା ରାଜ୍ୟ ସାତ ଦିନ ଧରି ରାଜ୍ୟ ବ୍ୟାପୀ ରକ୍ତଦାନ ଶିବିର ଆଜି ରୁ ଆରମ୍ଭ ହୋଇଛି ଏଥିରେ ୨୫୦ ଶିବିର କରି ୧୧୧୧୧ ୟୁନିଟ ରକ୍ତଦାନ କରିବା ପାଇଁ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ନିର୍ଦେଶ ଅନୁଯାୟୀ ଆଜି ମାରୱାଡି ୟୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫ ରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ପରିସର ରେ ରକ୍ତଦାନ ଶିବିର ଆୟୋଜନ କରାାଇଥିଲା ମଧ୍ୟ ଆଜି ୩୩ ରୁ ଉର୍ଦ୍ଧ୍ବ ଲୋକ ରକ୍ତଦାନ ସେଚାକୃତ୍ ଭାବେ କରିଥିଲେ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେ ସି ମହନ୍ତ, ସମ୍ମାନୀତ ଅତିଥି ସ୍ଥାନୀୟ ତହସିଲଦାର ଅମୃତ ଲାଲ ବେହେରା,ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏମ ଶ୍ରଦ୍ଧାଞ୍ଜଳି, ବିକାଶ ଶାଖା ସଭାପତି ଆକାଶ ଜୈନ, ସମ୍ପାଦକ ଦୀପକ ଜୈନ, ସଂଯୋଜକ ଆଶିଷ ଖେତାନ୍, ଆନନ୍ଦ ମୋଟେ,ନେତୃତ୍ବରେ ଆୟୋଜିତ ଏହି ଶିବିର ବିଶିଷ୍ଟ ଲୋକ ମାନେ ଯୋଗ ଦେଇଥିଲେ,ବିକାଶ ଶାଖା ରକ୍ତ ଦାନ ସଂଯୋଜକ ଆଶିଷ ଖେତାନ, ଓ ଆନନ୍ଦ ମୋଟେ ସମସ୍ତ ରକ୍ତଦାତା ମାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି,ଏହି ଶିବିର ବିକାସ ଶାଖା ର ଅଖିଳ ଅଗ୍ରୱାଲ, ମୟଙ୍କ ଜୈନ, ମନିଶ ଜୈନ, ସୂମିତ ଜୈନ,ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିବା ବେଳେ, ରକ୍ତ ଭଣ୍ଡାର ରୁ ଡାକ୍ତର ଏମ ଶ୍ରଦ୍ଧାଞ୍ଜଳି, କର୍ମଚାରି କୁନାଲ ଦାସ, ଶିବ ସାହୁ, ବିଶ୍ୱଜିତ ଦେବତା, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି ସହଯୋଗ କରିଥିଲେ।

Post a Comment

Previous Post Next Post