ନୂତନ ଭାବରେ ଯୋଗଦେଇଥିବା ବି.ଇ.ଓ ଙ୍କୁ ତୁରେକେଲା ବ୍ଲକ ଶିକ୍ଷକ ସଙ୍ଘ ତରଫରୁ ସ୍ୱାଗତ ସମାରୋହ


ତୁରେକେଲା : (ଆଜତକ୍ ଓଡ଼ିଶା) ଆଜି ନୂତନ ଭାବରେ ଯୋଗଦାନ କରିଥିବା ମହାଶୟ ବି.ଇ.ଓ  ଶ୍ରୀ ଜୟନ୍ତ କୁମାର ପ୍ରଧାନ ଙ୍କୁ ତୁରେକେଲା ବ୍ଲକ ଶିକ୍ଷକ ପରିବାର ତରଫରୁ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ । ଏଥିରେ ଏନ ପି ଏସ ସଂଘ ତୁରେକେଲା ବ୍ଲକ ର ସଭାପତି ଅମରେନ୍ଦ୍ର ବାଗ ସହ ସମ୍ପାଦକ ଜେନାରାମ ମାହାର ,କୋଷାଦକ୍ଷ ବିମଲ ହାତୀ, ପୂର୍ଣଚନ୍ଦ୍ର ପନିକା, ଗଜିନ୍ଦ୍ର ହରିଜନ,ବବରୁ ନାୟକ ଉପସ୍ଥିତ ଥିଲେ।

Post a Comment

Previous Post Next Post