ନୂଆପଡା (ପରମେଶ୍ୱର ମେହେର) ରାଜ୍ୟ ସରକାର କଂ ବୟନ ଶିଳ୍ପ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ସୌଭାଗ୍ଯ ରଞ୍ଜନ ନାଏକ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ରହିଥିବା ବୁଣାକାର ସୋସାଇଟି ର କର୍ମକର୍ତ୍ତା ମାନକୁଂ ସାକ୍ଷାତ କରି ତାକଂ ସହିତ ତାକଂର ବିଭିନ୍ନ ସମସ୍ୟା ଶୁଣି ତାର ତ୍ୱରିତ ସମାଧାନ ପାଇଁ ଆଲୋଚନା କରିଥିଲେ ଓ ରାଜ୍ଯ ସରକାର କରିଥିବା ତାକଂ ପାଇଁ ବିଭିନ୍ନ ଲାଭଦାୟକ ଓ ସ୍ୱବାଲମ୍ବନ ଯୋଜନା ବିଷୟରେ ତାକୁଂ ଅବଗତ କରିଥିଲେ, ଆଗାମି ଦିନରେ ରାଜ୍ଯ ସରକାର ବୁଣାକାର ମାନକଂ ପାଇଁ ବିଭିନ୍ନ ପ୍ରୋତ୍ସାହନ ମୁଲକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ତଥା ବିଷେଶ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ଯ ମାନେ କିପରି ଭାବରେ ବୁଣାକାର ତାଲିମ ପ୍ରାପ୍ତ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନକୁଂ ଏହି ଅଭିଯାନ ରେ ସାମିଲ କରିପାରିବେ ସରକାର ତାକଂ ପାଇଁ ମଧ୍ଯ ପଦକ୍ଷେପ ଗ୍ରହଣ କରିଛନ୍ତି ଏହି ଗସ୍ତ ସମୟରେ ସେ ରିଷଗାଁ ଦର୍ଲିପଡାର ଗଣପତି ସୋସାଇଟି ତୁକୁଲା ମାଲପଡା ର ପୁଷ୍ପାଞ୍ଜଳି ସୋସାଇଟି, ଓ ଭୁଲିଆ ସିକୁଆଁ ର ପ୍ରେମସାଇ ସୋସାଇଟି ର କାରୁକାର୍ଯ୍ୟ ମଧ୍ଯ ଅନୁଧ୍ଯାନ କରିଥିଲେ ତାକଂର ଏହି ବୁଣାକାର ମାନକଂ ଭିତ୍ତିଭୁମି ଉପରେ ଆଲୋଚନା କାର୍ଯ୍ୟକ୍ରମ ରେ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଜୋନ ୬ ଜିଲ୍ଲା ପରିଷଦ ସଭ୍ଯ ମାଲ୍ୟବନ୍ତ ସୁନା, ଜୋନ ୪ ଜିଲ୍ଲା ପରିଷଦ ସଭ୍ଯ ଚିତ୍ତରଞ୍ଜନ ବେହେରା, ସହକାରି ବୟନ ଶିଳ୍ପ ନିର୍ଦ୍ଦେଶକ ହ୍ରୁଷିକେଷ ମହାଲି, ଉପ ସହକାରୀ ନିବନ୍ଧକ ସମିତି ସମୁହ ଅଧିକାରୀ ରଘୁନାଥ ପୁଜାରୀ, ବୟନ ତ୍ୱତାବଧାରକ ଅଧିକାରୀ ବିକ୍ରମ କାନ୍ଧେର, ଯୁଧିଷ୍ଠିର ମେହେର, ତ୍ରିଲୋଚନ ପ୍ରଧାନୀ, ମକରନ୍ଦ ମେହେର ପ୍ରଭୁତି ଉପସ୍ଥିତ ରହିଥିଲେ।

Post a Comment