ବିଦ୍ୟୁତ୍ ଭଳି ମୌଳିକ ସେବା ରୁ ବଞ୍ଚିତ ଅଛନ୍ତି ତିନୋଟି ପରିବାର


କଣ୍ଟାମାଳ (ମନଧରକର୍ମୀ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମସ୍ତ ଗାଁ ସାହି କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ମନଭାବ ଯୋଗୁଁ ଆଜି କୁ ୩ବର୍ଷ ହେଲା ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ଅଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ର ସୌରିବେଙ୍ଗେସ ଗ୍ରାମର ପତରଫଢି ପଡ଼ା ର ତିନୋଟି ପରିବାର। ଜିଲ୍ଲା ପ୍ରଶାସନ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଅନୁରୋଧ।

Post a Comment

Previous Post Next Post