ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ


ଧର୍ମଗଡ : (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ ର ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ ବିଦାୟକାଳନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଇତିହାସ ବିଭାଗର ୨୦୨୦ -୨୦୨୩ ର ଛାତ୍ର ଛାତ୍ରୀ କୁ ଦ୍ୱିତୀୟ ବର୍ଷର +୩ ଛାତ୍ର ଛାତ୍ରୀ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଉଥିବା ସମୟରେ ଉକ୍ତ ଉତ୍ସବ ରେ ଇତିହାସ ଛାତ୍ର ଛାତ୍ରୀ ବିଦାୟ ସମୟରେ ସମସ୍ତ ଙ୍କ ଆଖି ରୁୁ ଲୁହ ବାହରି ଆସି ଥିଲା ତ ଆଉ କାହା ମୁହଁରେ ହସ ଥିଲା ପୁରାଣ କଥା କୁ ମନେ ପକାଇ ଥିଲେ ଛାତ୍ର ଛାତ୍ରୀ। ଉକ୍ତ ଉତ୍ସବ ରେ ଇତିହାସ ବିଭାଗର ଏଚ ଓ ଡି ଅଶୋକ ବେହେରା , ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ନିମାଇଁ ଚରଣ ପାତ୍ର ,ପଞ୍ଚାୟତ ମହାବିଦ୍ୟାଳୟ ର ଅଧକ୍ଷ ଜଗନ୍ନାଥ ରାଓ ମଞ୍ଚାସିନ ଥିଲେ ଏବଂ ଇତିହାସ ବିଭାଗର +୩ସେକେଣ୍ଡୟର ର ସମସ୍ତ ଛାତ୍ରଛାତ୍ରୀ ସଭା ପରିଚାଳନା କରିଥିଲେ ।

Post a Comment

Previous Post Next Post