ଧର୍ମଗଡ:ବେହେରା, (ପ୍ରଦିପ ସେଠିଆ) ଧର୍ମଗଡ ଧଅଁରପୁର ଗ୍ରାମପଞ୍ଚାୟତ ଆମ୍ଭଗୁଡା ଗାଁ ମହେନ୍ଦ୍ର ଧରୁଆଙ୍କ ପୁଅ ପ୍ରଦିପ ଧରୁଅଙ୍କ ଗୁରୁବାର ଦିନ ଅପ୍ରହ୍ନ ରେ ବ୍ରଜଘାତ ରେ ମୃତ୍ୟୁ ହୋଇଥିଲା ।ଧର୍ମଗଡ ଦଣ୍ଡପାଟ ଅଞ୍ଚଳ ଗସ୍ତରେ ଆସିଥିବା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଦଳୀୟ କର୍ମକର୍ତ୍ତା ସହ ଶନିବାର ମୃତକଙ୍କ ପରିବାରକୁ ଦେଖା କରିଥିଲେ। ଶ୍ରୀ ସିଂଦିଓ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସ୍ତରରେ ରହିଥିବା କ୍ଷତିପୂରଣ ରାଶି ଖୁବଶିଘ୍ର କିଭଳି ମିଳିବ ସେନେଇ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ,ପ୍ରଶାନ୍ତ ତିୱାରୀ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବଳରାମ ପୁଝାରୀ ,ଗୌର ଛତ୍ରିଆ ,ମଣ୍ଟୁ ଅଗ୍ରୱାଲ,ପ୍ରମୁଖ ଉପସ୍ଥିତ ଥିଲେ।

Post a Comment