ହରଭଙ୍ଗା :୪/୪ (ସୁଶାନ୍ତ କୁମାର ବେହେରା) ୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ ରେ ହୋଇଥିବା ବିଭିନ୍ମ ପ୍ରାକୃତିକ ବିପର୍ଯୟ ପାଇଁ ମଂଜୁର ହୋଇଥିବା ପ୍ରାୟ 68ଲକ୍ଷ ଟଙ୍କା ଚାଷୀଙ୍କୁ ନ ଦେଇ ବ୍ୟାଙ୍କ ରେ ପଡି ରହିଛି. କିସାନସଙ୍ଘ ର ବାରମ୍ବାର ଦାବିକୁ ଉପେକ୍ଷା କରାଯାଇଛି. ଏପରିକି ସଙ୍ଘ ଚାଷୀ ମାନଙ୍କଠୁ ପାସବୁକ ର ଜେରକ୍ସ କପି ଦେଲେମଧ୍ୟ ତହସିଲଦାର ଅଫିସ ର ଚରମ ଅବହେଳା ଯୋଗୁଁ ଆଜକୁ ଛ ମାସ ହେଲା କୌଣସି ପଦକ୍ଷେପ ନିଆଯାଉନି. ଫଳରେ ଆଜି ଚାଷୀନେତା ଶ୍ରୀ ସୂର୍ଯ୍ୟ ମହାପାତ୍ର ଙ୍କ ନେତୃତ୍ୱ ରେ ତପନ ଡାଙ୍ଗ,କାଳିନ୍ଦୀ ଖେତୀ ପ୍ରମୁଖ ଚାଷୀ ହରଭଂଗା ତହସିଲ କୁ ଯାଇ ତୁରନ୍ତ ଟଙ୍କା ଚାଷୀ ଙ୍କୁ ଦେବାପାଇଁ ଦୃଢ ଦାବି ଜଣାଇଥିଲେ, ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ! ତହସିଲଦାର ମହୋଦୟ ସାତ ଦିନ ଭିତରେ ସମସ୍ତ ଟଙ୍କା ଦେବାପାଇଁ ଦୃଢ ପ୍ରତିଶୃତି ଦେଇ ଥିବା ଜଣାପଡିଛି!ଦେଖା ଯାଉ ଯାହା ସାତ ବର୍ଷ ରେ ହୋଇପାରିନି ତାହା ସାତ ଦିନରେ ହେଉଛି ନାଁ ପ୍ରତିଶୃତି ରେ ରହିଯାଉଛି।

Post a Comment