ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ନାଳରେ ଏକ ପଲିଥିନ ବସ୍ତାରୁ ମଣିଷର ଖପୁରୀ ଏବଂ ହାଡ ଉଦ୍ଧାର,କେହି ଜଣେ କୌଣସି ଲୋକକୁ ହତ୍ୟା କରିବା ପରେ ଏହି ବସ୍ତାରେ ଭର୍ତ୍ତି କରି ଅପରିତକ୍ତ ଖାଳରେ ଥିବା ଦଳ ଭିତରେ ଭର୍ତ୍ତି କରିଥିବା ଅନୁମାନ କରାଯାଉଛି,ସିଂଲା ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।ତେବେ ଦେଢବର୍ଷ ତଳେ ଏହି ଗ୍ରାମର ଜଣେ ଯୁବତୀ ନିଖୋଜ ଥିଲେ, ପରିବାର ଲୋକେ ସିଂଲା ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ପୋଲିସ ସେହି ଯୁବତୀ ର କୈାଣସି ଖୋଜ ଖବର ପାଇ ନଥିଲେ,ଆଜି ଏହି କଙ୍କାଳ ମିଳିବା ପରେ ସେହି ଯୁବତୀଙ୍କର ହୋଇଥାଇ ପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି। ତେବେ ପୋଲିସ ଓ ସାଇଣ୍ଟିଫିକ ଦଳର ତଦନ୍ତ ପରେ ଫିଟିବ ଗୁମର ।

Post a Comment