ଭବାନୀପାଟଣା :(ଶ୍ୟାମସୁନ୍ଦର ମାଝୀ) :ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମରେ ଆଜି ଶେଷ ହୋଇଯାଇଛି । ଫାଇନାଲରେ ଦୁଇଦଳ ଭାଗ ନେଇଥିଲେ ଘୋଟିଆ ଏବଂ ନୂଆପଡା ଜିଲ୍ଲା ସର୍ଦାପୁର ଦୁଇଦଳ ମଧ୍ୟରେ ବେଶୀ ଟକ୍କର ହୋଇଥିଲା ପ୍ରଥମେ ଟଚ ଜିତି ଘୋଟିଆ ଖେଳାଳି ମାନେ ବେଟିଙ୍ଗ କରିଥିଲେ ଓ ୧୪୧ ରନ ଟାର୍ଗେଟ କରିଥିଲେ । ପରବର୍ତ୍ତୀ ସମୟରେ ସର୍ଦାପୁର ଖେଳାଳି ମାନେ ବେଟିଙ୍ଗ କରି ୧୩୮ ରନ ମାରି ପରାଜୟ ହୋଇଥିଲେ ଖେଳରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ୁମେରଗୁଡା ସରପଞ୍ଚ ଚିତ୍ତରଞ୍ଜନ ବେହେରା,ସୁରେଶ ଭଇଁସାଲ,ଡାକେ ଲହଜଲ,ଉମାକାନ୍ତ ସୁନାନୀ,ଦୟାନିଧି ମାଝୀ,ମକରଧଜ ମାଝୀ ସମ୍ମାନିତ ଅତିଥି ସାମିଲ ହୋଇଥିଲେ । ଏମପିୟାର ଭାବେ ପୁରୁନ ମାଝୀ ଓ ଅକ୍ଷୟ ସାଗର ଦାୟିତ୍ୱ ତୁଲାଇଥିଲେ ଏବଂ କମିଟିର ରାଜେଶ ଲହଜଳ,ବିରୁ ଭଇଁସାଲ,ଟଙ୍କ ସାଗର,ଦୀପକ ମାଝୀ,କପୁରଚନ ମାଝୀ ସମସ୍ତେ ସହଯୋଗ କରିଥିଲେ ।

Post a Comment