ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ କୃଷ୍ଣଅର୍ଜୁନ କଳା ମଣ୍ଡପ ଠାରେ ୧୦୭ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦେଇ ପ୍ରଥମେ ବିଜୁବାବୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିବା ବେଳେ ସେ ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶା ର ମୁକୁଟ ବିହୀନ ସମ୍ରାଟ ବୋଲି କହି ତାଙ୍କ ସାହସ ଓ ଓଡ଼ିଶା ପ୍ରତି ଥିବା ସମର୍ପଣ କୁ ମନେ ପକାଇଥିଲେ । ଏହି ସଭା ରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ଅଧକ୍ଷ ଓ ବରିଷ୍ଠ କର୍ମୀ ଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ ।

Post a Comment