ସଡ଼କ ଦୁଘାଟଣା ରେ ଚାଳକ ଗୁରୁତର


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ରେ ଚାଳକ ଗୁରୁତର। ସୂଚନା ଅନୁଯାଇ 57 ନଂ ଜାତୀୟ ରାଜପଥ ଚାରିଛକ ମାର୍ଡିଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ରୁ ବଲାଙ୍ଗୀର ଯାଉଥିବା OD 03V5400ନଂ ଥିବା ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲା!ଦୁର୍ଘଟଣା ରେ ଚାଳକ ଗୁରୁତର ହୋଇଥିଲା। ଗୁରୁତର ଚାଳକଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବଦ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

Post a Comment

Previous Post Next Post