ହରଭଙ୍ଗା : ୨୦/୦୨ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଂଚାୟତ ର ପୂର୍ବତନ ସମିତିସଭ୍ୟ ତଥା ସମାଜ ସେବି ମହଞ୍ଜି ଲାଲ (୬୦)ଙ୍କ ପରଲୋକ ଆଜି ହୋଇଛି। ସୂଚନା ଥାଉକି ଆଜି ପ୍ରାତଃ ରୁ ଶ୍ରୀ ଲାଲ ଗାଧୁଆ ଘରକୁ ଯାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ!ସଙ୍ଗେ ସଙ୍ଗେ ଘର ଲୋକେ ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ସେଠାରେ ତାଙ୍କୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ଖାନରେ ଚିକିତ୍ସା ଧୀନ ଆବସ୍ଥା ରେ ସେ ହୃଦଘାତରେ ପରଲୋକ ହୋଇଥିବା ଡାକ୍ତର ସୂଚନା ଦେଇଥିବାର ଜଣା ପଡିଛି। ସେ ଜଣେ ସମାଜ ସେବି, ପରୋପକାରୀ, ମୀଷ୍ଟା ଭାସି ହୋଇଥିବାରୁ ତାଙ୍କ ମୃତ୍ୟୁ ରେ ହରଭଙ୍ଗା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ହରଭଙ୍ଗା ଅଂଚଳ ରୁ ବହୁ ବୁଦ୍ଧିଜୀବୀ, ସମାଜ ସେବି, ସାମ୍ବାଦିକ ମାନେ ତାଙ୍କ ଶେଷ ଦର୍ଶନ ପାଇଁ ନିଜ ବାସଭବନ ରେ ପହଂଚି ଥିଲେ ତାଙ୍କ ଶେଷ କୃତ୍ୟ ନିଜ ଗ୍ରାମ ହରଭଙ୍ଗା ରେ ହୋଇଥିବା ବେଳେ ତାଙ୍କ ପୁତ୍ର ସୁମଞ୍ଜିଲାଲ ମୁଖାଗ୍ନି ଦେଇଥିଲେ, ଏହି ସମୟରେ ତାଙ୍କ ଭାଇ ହରେନ ଲାଲ, ହାଡ଼ିଆ ଲାଲ, ଙ୍କ ସମେତ ସପରିବାର ଉପସ୍ଥିତ ଥିଲେ।

Post a Comment