ସାହାଯ୍ୟ ଅପେକ୍ଷାରେ ମିଥୁନ


ବଙ୍ଗୋମୁଣ୍ଡା :(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଝିଙ୍କିପଡା (ମାଳପଡା )ର ମିଥୁନ ନାଗ ଙ୍କ ଦେହ ଅସୁସ୍ଥତା ହେତୁ ବର୍ତ୍ତମାନ ଚଳିବାକୁ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନ ଚିକିତ୍ସା ନିମନ୍ତେ କିଛି ଆର୍ଥିକ ସାହାଯ୍ୟ ନିମନ୍ତେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ତାଙ୍କଠାରୁ ସମସ୍ତ ଖବର ପାଇବା ନିମନ୍ତେ 8144323527ନମ୍ବରରେ କଲ କଲେ ସମସ୍ତ ଘଟଣା ସମ୍ପର୍କରେ ଜାଣିପାରିବେ । ସମାଜସେବୀ ମିଥୁନ ନାଗଙ୍କୁ ଯେଉଁ ବ୍ୟକ୍ତି ସହଯୋଗ କରିବା ନିମନ୍ତେ ଚାହୁଁଛନ୍ତି ତଳ ଲିଖିତ ଫୋନ ପେ ନମ୍ବର 6371278368ରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

Post a Comment

Previous Post Next Post