ବୌଦ୍ଧ ୧୫/୦୨ (ସୁଶାନ୍ତ କୁମାର ବେହେରା) ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଘେରାଉ ଓ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହିତ ଇସ୍ତଫା ଦାବି କରା ଯାଇଥିଲା ,ଏହି ବିକ୍ଷୋଭ ରେ ବୌଦ୍ଧ ଜିଲ୍ଲା ବିଜେପି ର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ -ସରୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ -ତ୍ରିପୁରାରୀ ବେହେରା,ମନୋରଞ୍ଜନ ମିଶ୍ର, ସଂଗ୍ରାମ କେଶୋରୀ ବେହେରା, ଙ୍କ ସମେତ ଶହଶହ ବିଜେପି କର୍ମୀ ସାମିଲ ରହି ମୁଖ୍ୟମନ୍ତ୍ରୀ ଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜଗତ। ବରିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ଗୁଳି କରି ହତ୍ୟା ର ଗୁମର ସିବିଆଇ ତଦନ୍ତ,ବିଜେଡି ଶାସନରେ ରାଜ୍ୟ ଅସୁରକ୍ଷିତ ଆଦି ନାରାବାଜି ଦେଇ ଜିଲ୍ଲା ପାଳ ଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ଗଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ବୌଦ୍ଧ ଜିଲ୍ଲା ଭାଜପା ପକ୍ଷରୁ ଗଣ ବିକ୍ଷୋଭ
ଆଜତକ ଓଡ଼ିଶା
0
Post a Comment