ହରଭଙ୍ଗା :୧୦/୨(ସୁଶାନ୍ତ କୁମାର ବେହେରା) ଇଲେକ୍ଟ୍ରିକ ରେ ଶିକାର କରିବା ଶିକାରୀକୁ ହେଲା କାଳ। ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ସାନ ଭୁର୍ତା ଗ୍ରାମରେ।ବେଆଇନ ଇଲେକ୍ଟ୍ରିକ ସଂଯୋଗ କରି ମାଛ ମାରିବାକୁ ଯାଇ ଶିକାରୀ ନିଜେ ମୃତ। ସୂଚନା ମତେ ଏହି ଦୁର୍ଗମ ଅଞ୍ଚରେ ବେ ଆଇନ ଇଲେକ୍ଟ୍ରିକ ସଂଯୋଗ କରି ପ୍ରତିଦିନ ଜଙ୍ଗଲ ଯିବ ଜନ୍ତୁ ଶିକାର ଓ ମାଛ ମାରିବା ଘଟଣା ବହୁ ଚର୍ଚ୍ଚା ରେ ଥିବା ବେଳେ ଗତ କାଲି ଦିନ ୧୦ଘଣ୍ଟା ସମୟରେ ସାନ ଭୁର୍ତା ଗ୍ରାମର ପ୍ରସନ୍ନ ଯାନୀ ନିକଟ ବର୍ତ୍ତୀ ଗ୍ରାମ ପତକା ବାଲି ଗ୍ରାମର କିଛି ସାଙ୍ଗ ମାନଙ୍କ ସହିତ ନିକଟରେ ଯାଉଥିବା ନାଳକୁ ଇଲେକଟ୍ରିକ ସାହାଯ୍ୟରେ ମାଛ ମାରିବା ପାଇଁ ଯାଇଥିଲେ ଓ ବିଦ୍ୟୁତ ସଂସ୍ପର୍ଶ ରେ ଆସି ସେ ମୃତ ହୋଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ମାନେ ଭୟରେ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟଣା ଖବର ନ ଦେଇ ଅପରାହ୍ନ ସମୟରେ ପ୍ରସନ୍ନ ଙ୍କ ସ୍ତ୍ରୀକୁ ଖବର ଦେଇ ଫେରାର ହୋଇଯାଇଥିଲେ। ଘର ଲୋକେ ସବ ଚିହ୍ନିବା ପରେ ଫେରାର ହୋଇଥିବା ବ୍ୟକ୍ତି ଙ୍କୁ ନିଜ ସ୍ୱାମୀ ମୃତ୍ୟୁ ର ଆସାମୀ ବୋଲି ହରଭଙ୍ଗା ଥାନାରେ କେଶ ଦାଏର କରିଥିଲେପ୍ରସନ୍ନ ଙ୍କ ପତ୍ନୀ ।ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବଦ କରି ପୋଷ୍ଟ ବଟମ ପାଇଁ ବୌଦ୍ଧ କୁ ପଠାଇ ପରେ ଏହି ମାମଲାରେ ud ୨ ଧାରାରେ ଏକ କେଶ ଦାଏର କରିବା ସହିତ ଘଟଣାର ଅଧିକ ତଦନ୍ତ ଚାଲୁ ରଖିଥିବା ଥାନା ଅଧିକାରୀ ପୁର୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି।

Post a Comment