ବୋଲଧା ରୁ ନାଗପଡ଼ା ଯିବା ମୁଖ୍ୟ ପି ଡବ୍ଲ୍ୟୁ ଡି ରାସ୍ତା ଫାଟି ଆଁ କରିଛି ଯାତାୟତ ବାଧାପ୍ରାପ୍ତ


ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଯାହା କି ପଶ୍ଚିମ ଓଡ଼ିଶାରେ ଆସୁଛି ।ରାଜ୍ୟସରକାର ପଶ୍ଚିମ ଓଡିଶାର ବିକାଶ ପାଇଁ ଏକ ପରିଷଦ ଗଠନ କରିଛନ୍ତି । ହେଲେ ନାଗପଡା ଗ୍ରାମପଞ୍ଚାୟତ ର ବୋଲଧା ରୁ ଝରଣାମାଲ କୁ ସଂଯୋଗ କରୁଥିବା ରାସ୍ତା ର ଚିତ୍ର ଯିଏ ଦେଖିବ ସେ ବିଶ୍ୱାସ କରିବ ନାହିଁ।କେମିତି ଚୁପ ଚାପ ରହିଛି ସଂପୃକ୍ତ ଭିଭାଗ ଭୁଝିହେଉନି।ବୋଲଧା ରୁ ନାଗପଡ଼ା ଯିବା ର ମୂକ୍ଷ୍ୟ ରାସ୍ତା ଫାଟି କୂଅ ପରି ହେଇ ଯାଇଛି ଯାହା ଫଳରେ ଯାତାୟତ ହେବା ପାଇଁ ବହୁ ଅସୁବିଧା ହେଉଥିବା ଜଣାପଡ଼ିଛି । ଦେଖା ଯାଉ ଖବର ପ୍ରସାରଣ ହେଲା ପରେ କିପରି ତପ୍ତ ରତା ଦେଖାଉଛି ଦେଖି ବାକୁ ରହିଲା ।

Post a Comment

Previous Post Next Post