ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭଅଁରେଶ୍ୱର କୋଷ୍ଟ କେନାଲ ପାର୍ଶ୍ବରୁ ଆଜି ଏକ ଅଜଣା ବ୍ୟକ୍ତି ର ମୃତ ଦେହକୁ ପୁଲିସ ଉଦ୍ଧାର କରିଛି।ସ୍ଥାନୀୟ ଲୋକଙ୍କ ଠୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।ମୃତ ଦେହ ଚିହ୍ନଟ ହୋଇ ପାରି ନାହିଁ।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ପୁଲିସ କହିଛି।ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଅଜଣା ବ୍ୟକ୍ତି ର ମୃତ ଦେହ ଉଦ୍ଧାର
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment