ବାଲେଶ,(ପ୍ରଭାକର ମଲ୍ଲିକ) ଡଗରା ବନସୁରକ୍ଷା ସମିତି ପକ୍ଷରୁ ବନ ମହୋତ୍ସବ ଅବସରରେ ଡଗରା ବେଳାଭୂମି ରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ଫରେଷ୍ଟ ବିଭାଗର ରେଞ୍ଚ୍ ଅଫିସର ବାଲେଶ୍ବରର ଗଣେଷ ଚନ୍ଦ୍ର ଲେଙ୍କା ,ଲଙ୍ଗେଳଶ୍ବର ଫରେଷ୍ଟର ଶଶିଧର ପ୍ରଧାନ , ଡଗରା ଓ ଚୌମୁଖ ଫରେଷ୍ଟ ଗାର୍ଡ ହୁଷିକେଶ ପ୍ରଧାନ ,ଡଗରା ବନ ସୁରକ୍ଷା ସମିତି ସଭାପତି ଗଣପତି ଜେନା , ସମାଜସେବୀ ,ନିତ୍ଯାନନ୍ଦ ଜେନା ,ପୂର୍ବତନ ସମିତି ସଦସ୍ଯ ସୁଂଧାଶୁ ମାଝୀ , ଯୁବନେତା ତୀର୍ଥ କୁମାର ନାଗ ,ଏବଂ ଡଗରା ବନ ସୁରକ୍ଷା ସମିତିର ଅନ୍ଯ ସଦସ୍ୟା ମାନେ ଉପସ୍ଥିତି ରହିବା ସହିତ ଆଗାମୀ ଦିନରେ ଡଗରା ବନ ସୁରକ୍ଷା କମିଟି ସମିତି ପକ୍ଷରୁ ଏକ ହଜାର ଚାରା ଗଛ ରୋପଣ କରାଯିବାର ନିଷ୍ପତି ମଧ୍ଯ୍ଯ ଆଜି ବନ ମହ ମହରେ ସିନ୍ଧାନ୍ତ ସହିତ ପରିବେଶ ସୁରକ୍ଷା ପାଇଁ ପ୍ରତିଟି ବ୍ୟକ୍ତି ଅତିକମରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ ବୋଲି ଲୋକଙ୍କୁ ବାର୍ତ୍ତା ଦେଇଥିଲେ।ଆଗାମୀ ଦିନରେ ଆହୁରି ଅଧିକ ଭାବରେ ବୃକ୍ଷ ରୋପଣକୁ ଗୁତୁତ୍ୱ ଦିଆଯାଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବନ ବିଭାଗ ର ସଦଦ୍ୟ ମାନେ କହିଥିଲେ।
ଡଗରା ବନସୁରକ୍ଷା ସମିତିପକ୍ଷରୁ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment