ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) ସରକାରଙ୍କ ୪୦ଲକ୍ଷ୍ୟ ଅଟକଳ ଅନୁଦାନ ରେ ତିଆରି ହେଉଥିବା 5T ସ୍କୁଲ ର ଅବସ୍ଥା ଅସରାଏ ବର୍ଷା ରେ ପାଣି ଜମିବା ଦେଖିବାକୁ ମିଳିଛି!ଘଟଣା ଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟ ରେ!ସୂଚନା ମତେ ଏହି ସ୍କୁଲ ଟି କୁ 5T ସ୍କୁଲ ରେ ରୂପାନ୍ତରିତ କରିବା ପାଇଁ ୪୦ ଲକ୍ଷ୍ୟ ଟଙ୍କା ସରକାରୀ ଅନୁଦାନ ଦିଆଯାଇଛି ଏବଂ କାମ ମଧ୍ୟ ଅଧାରୁ ଅଧିକ ସରିଯାଇଛି!କିନ୍ତୁ ଗତ କାଲି ଟିକିଏ ବର୍ଷା ରେ ସ୍କୁଲ ପରିସରରେ ତିଆରି ହୋଇଥିବା ରାସ୍ତା ରେ ପାଣି ଜମିରହୁଥିବାର ଦେଖିବାକୁ ମିଳିଛି ଏବଂ ଏକ ବଡ଼ ପୁରୁଣା କୃଷ୍ଣଚୁଡା ଗଛ ଉପୁଡି ପଡି ସ୍କୁଲ ଉପରେ ପଡିଛି।
ଅସରାଏ ବର୍ଷା ରେ ମୋ ସରକାରଙ୍କ 5T ସ୍କୁଲ ବେହାଲ
ଆଜତକ ଓଡ଼ିଶା
0
Post a Comment