ବୌଦ୍ଧ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ରେ ସେବାସମବାୟ ସମିତି ଲିଃ ର ନିର୍ବାଚନୀ ପ୍ରକ୍ରିୟା ଦୁଇଟି ପର୍ଯ୍ୟୟରେ ଶେଷ ହୋଇଥିବା ବେଳେ ଆଜି ଲୁଣିବାହାଲ ସମବାୟ ସମିତି ର ସଭାପତି ଭାବେ ଶ୍ରୀଯୁକ୍ତ ଶୈଳେନ୍ଦ୍ର ପ୍ରଧାନ ଅପ୍ରତିଦ୍ବନ୍ଦି ବିଜୟ ଲାଭ କରିଛନ୍ତି। ସମିତି ଟି ୧୫ ଟି ଜୋନ ନେଇ ତିଆରି ହୋଇଥିବା ବେଳେ ଜୋନ ନଂ ୧ ରୁ ସୁବାସ କୁମାର ପ୍ରଧାନ,୨ ରୁ ଶୈଳେନ୍ଦ୍ର ପ୍ରଧାନ,୩ ରୁ ସନ୍ତୋଷ ପ୍ରଧାନ,୪ ରୁ ନର୍ମଦା ଅମାତ,୫ ରୁ ନିର୍ମଳ ପ୍ରଧାନ,୬ ରୁ ପ୍ରଫୁଲ୍ଲ ନାୟକ,୭ ମମତା ପ୍ରଧାନ,୮ ରୁ କବିରାଜ ପ୍ରଧାନ,୯ ରୁ ନନ୍ଦୀ ବେହେରା,୧୦ ରୁ ମହେନ୍ଦ୍ର କୁମାର ବେହେରା,୧୧ ରୁ ଅମ୍ବିକା ନାୟକ,୧୨ ରୁ ଗିରିଶ ଚନ୍ଦ୍ର ମହାକୁଡ଼,୧୩ରୁ କେଶବ ଭୋକ୍ତା,୧୪ରୁ ନୀଳାମ୍ବର ବେହେରା ଅପ୍ରତିଦ୍ବନ୍ଦି ବିଜେତା ହୋଇଥିବା ବେଳେ ୧୫ନଂ ନିର୍ବାଚନୀ ମଣ୍ଡଳୀରୁ କେହି ଜଣେବି ନାମାଙ୍କନ ପତ୍ର ଦାଖଲ କରିନ ଥିଲେ। ୧୪ ଜଣ ଅପ୍ରତିଦ୍ବନ୍ଦି ଡାଇରେକ୍ଟର ଶ୍ରୀମାନ ଶୈଳେନ୍ଦ୍ର ପ୍ରଧାନ ଙ୍କୁ ସମିତି ପ୍ରେସିଡେଣ୍ଟ ଭାବେ ଅପ୍ରତିଦ୍ବନ୍ଦି ଭାବେ ମନୋନୀତ କରିଥିଲେ!ଆଜି ଶ୍ରୀମାନ ପ୍ରଧାନ ଙ୍କୁ ନିଜ ସମିତିର ସମ୍ପାଦଜ ସଂଜିପ ପ୍ରଧାନ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି ।

Post a Comment