ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଦାବୀ


ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଦାବଝର ଓ ବରକାନି ଗାଁ ରେ ଅଙ୍ଗନବାଡି ଗୃହ ନ ଥିବାରୁ ପ୍ରାକବିଦ୍ୟାଳୟ ଛାତ୍ରଛାତ୍ରୀ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମ ଗୁଡିକରେ ଦୀର୍ଘବର୍ଷ ହେବ ନିର୍ମାଣ ହୋଇଥିଲେ ସୁଧା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏପରିସ୍ଥିତିରେ ଗରିବସେନା ରୁ ଦୀନେଶ ତାଣ୍ଡି, ଅମରେନ୍ଦ୍ର ନନ୍ଦ ଉକ୍ତ ଗାଁ କୁ ଯାଇ ଅଙ୍ଗନବାଡି କେନ୍ଦ୍ର ସ୍ଥାପନା ନେଇ ଲୋକଙ୍କ ସହ ଆଲୋଚନା ସହ ଏନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Post a Comment

Previous Post Next Post