ବସ୍ ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ଯୁବକଙ୍କ ମୃତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା - ବାଲିଆପାଳ ମୁଖ୍ଯ ରାସ୍ତା ର ପେଜଗଳା ବ୍ରିଜ ଉପରେ ବସ୍ ଏବଂ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ଯୁବକ ମୃତ , ସୂଚନା ଅନୁଯାୟୀ ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଅକ୍ଷୟ ଗିରି ଜାମଶୁଳୀ ରୁ ବସ୍ତା ଅଭିମୁଖେ ଆସୁଥିବା ବେଳେ ପେଜଗଳା ବ୍ରିଜ ଉପରେ ବାଲିଆପାଳ ଅଭିମୁଖେ ଯାଉଥିବା ଯଶୋଦା ନାମକ ବସ୍ ସହିତ ମୁୁଁହା ମୁହିଁ ଧକ୍କା ହୋଇ ଥିଲା , ଫଳରେ ଘଟଣା ସ୍ଥଳରେ ଦିଲ୍ଲୀପ ଙ୍କ ମୃତ୍ଯୁ ହୋଇଯାଇଛି , ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ବସ୍ କୁ ଜବଦ କରି ଘଟଣା ର ତଦନ୍ତ କରୁଛି। ଆଜି ପୁଣି ରାଜ୍ୟରାଜ ପଥ ୫୭ ଭୁରକୁଣ୍ଡା ଛକ ନିକଟରେ ଏକ toto ୧୦ଫୂଟ ତଳକୁ ଖସି ପୋଖରୀ ରେ ପଡିଛି, ଡ୍ରାଇଭର ସମେତ ଅଳ୍ପକେ ବର୍ତିଲେ,୨ ଗୁରୁତ୍ତ୍ୱ ର ।

Post a Comment

Previous Post Next Post