ଦାୟିତ୍ୱ ନେଲେ ରାମଗଡ ପଂଚାୟତ ସରପଞ୍ଚ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ବିଡ଼ିଓ ଙ୍କ ସୁପାରିଶ କ୍ରମେ ଆଜି ରାମଗଡ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରବାସିନୀ ଯୋଶୀ ନିଜର ଦାୟିତ୍ୱ ବହନ କରିଛନ୍ତି!ପଂଚାୟତ ର ବିଗତ ଦିନର ସମସ୍ତ କାର୍ଯ୍ୟ, ଆୟ ବ୍ୟୟ, ବିଭିନ୍ନ ଯୋଜନା ର ହିସାବ ପଂଚାୟତ ଅଧିକାରୀ ପୁରନ୍ଦର ଠେଲା ଶ୍ରୀମତୀ ଯୋସୀଙ୍କୁ ବୁଝାଇବା ସହିତ ସମସ୍ତ ହିସାବ ଦେଇଥିଲେ!ଏହି ଅବସରରେ ସରପଞ୍ଚ ଆଗାମୀ ପାଞ୍ଚ ବର୍ଷ ପଂଚାୟତ ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ସହିତ ରାମଗଡ଼ ପଂଚାୟତ କୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ଦୃଢ଼ ପ୍ରତିଶୃତି ଦେଇଥିଲେ!

Post a Comment

Previous Post Next Post