ସୁବର୍ଣ୍ଣପୁର-(ଗଣପତିବାଘ) ଆଜାଦି କେ ଅମୃତ ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ ସଂସ୍କାରଭାରତୀର ପଶ୍ଚିମ ପ୍ରାନ୍ତ ପକ୍ଷରୁ ଜିଲ୍ଲାର ୫୦୦ କରମସାନି କଳାକାର ମାନଙ୍କୁ ନେଇ କରମସାନି ମହୋତ୍ସବ ପାଳନ କରାଯାଇଥିଲା।ଏହି ମହୋତ୍ସବ ରେ ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତ ର ମହାମନ୍ତ୍ରୀ ନାଟ୍ୟମହର୍ଷି ନାଟ୍ୟଶ୍ରୀ ଗଦାଧର ବାରିକ ଙ୍କ ପୌରହିତ୍ୟ ରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରିପାଲି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ମକରଧ୍ୱଜ ସାହୁ,ସଭାପତି ମହାଦେବ ଵେହେରା,ରମେଶ ପ୍ରଧାନ, ପଣ୍ଡକିଟାଲ ର ନବନିର୍ବାଚିତ ସରପଞ୍ଚ ଗୋବିନ୍ଦ ସେଠ୍,ନାଇକେନପାଲି ଓ ବଡକର୍ଲେ ର ସମିତି ସଭ୍ୟ ,ସରପଞ୍ଚ ଙ୍କ ସହ ସମସ୍ତ ୱ।ର୍ଡ଼ ମେମ୍ବର ଜିଲ୍ଲା ପରିଷଦର ନୋମିନି ଯୋଗଦେଇ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରି ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।
ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତ ପକ୍ଷରୁ କରମସାନି ମହୋତ୍ସବ ପାଳନ
ଆଜତକ ଓଡ଼ିଶା
0
Post a Comment