ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ମନୁପାଲି ହାଇସ୍କୁଲ ପଡିଆରେ ପଞ୍ଚରା ୧୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ମ୍ୟାଚ୍ ରେ ଜମଟାଙ୍ଗୀ ସହିତ ମହେଶ୍ୱର ପିଣ୍ଢା ଖେଳା ଯାଇଥିଲା। ମୂଖ୍ୟ ରେଫରୀ ବିଭୂତି ଭୂଷଣ ବେହେରା,ସହଯୋଗୀ ରେଫରୀ ଅଭିଳାଷ ସାହୁ, ସୁରେନ୍ଦ୍ର ବେହେରା, ଓ ପ୍ରହଲ୍ଲାଦ ଭୁକ୍ତା ଖେଳ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ମନୁପାଲି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବାଳମୁକୁନ୍ଦ ମେହେର, ସମ୍ମାନୀତ ଅତିଥି ଭାବେ ଧନଞ୍ଜୟ ପାତ୍ର, ଲକ୍ଷ୍ମିନ୍ଦ୍ର ଭୂକ୍ତା, ହରିଚନ୍ଦ୍ର ଭୋଇ, କ୍ଷମାନିଧି ଭୂକ୍ତା, ବିନୋଦ ପଟ୍ଟନାୟକ, ମହେଶ୍ୱର ସାହୁ ଯୋଗଦେଇଥିଲେ।
ପଞ୍ଚରା୧୧ତମ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
ଆଜତକ ଓଡ଼ିଶା
0
Post a Comment