ବୌଦ୍ଧ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ


ବୌଦ୍ଧ,(ଆଜତକ୍ ଓଡ଼ିଶା) ଗତକାଲି ବୌଦ୍ଧ ଜ଼ିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ବୌଦ୍ଧ ରେ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ପାଠ ରେ ASI ସୁବୋଧ କୁମାର ମିଶ୍ର, କର୍ମଚାରୀ ସନ୍ତୋଷ କୁମାର ସାହୁ, ମକରଦ୍ୱଜ ଦିଶ୍ରୀ, ବେଣୁଧର ପ୍ରଧାନ, ଦୟାନିଧି ମେହେର, ସନ୍ତୋଷ କୁମାର ନନ୍ଦ, ପଲକ ବେହେରା ଯୋଗ ଦେଇ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ କରିଥିଲେ । ଇନସ୍ପେକ୍ଟର, ଭିଜିଲାନ୍ସ ଶ୍ରୀଯୁକ୍ତ ପୁଲସ୍ତି ଛତ୍ରିଆ ଙ୍କ ଅଧ୍ୟକ୍ଷତା ରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି।

Post a Comment

Previous Post Next Post