ବରଗଡ଼ (ଆଜତକ୍ ଓଡ଼ିଶା) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଲଜ୍ୟାଜନକ ଘଟଣା। ସତରେ ସ୍ୱାଧୀନ ର ସାତ ଦଶନ୍ଧି ପରେ ବି ଆମେ ଆଜି ପରାଧୀନ।ଯୋଉଠି ଜାତିବାଦ ବର୍ଣ୍ଣ ବାଦ ରହିଛି ସେଠି ନିଜକୁ ସ୍ୱାଧୀନ କହିବା ବହୁତ ଭୁଲ।ଦଳିତ ଜାତି ଉପରେ ଏତେ ଅତ୍ୟାଚାର କଣ ପାଇଁ? ଗ୍ରାମର ସୂର୍ଯ୍ୟକାନ୍ତି କୁମ୍ଭାର ଙ୍କ ପୁଅ ଉଚ୍ଚ ଜାତିର ଝିଅଙ୍କୁ ବିବାହ କରିଥିଲେ ବୋଲି ନିଜ ମାକୁ ଅପର କାଷ୍ଟ ର ୧୨ ଜଣ ସଦସ୍ୟ ମିଶି ଦୁଷ୍କର୍ମ କରି ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଦେଲେ।ଏଇଟା କଣ ସମ୍ବିଧାନ ର ବ୍ୟବସ୍ତା।ଘଟଣା ର ୧୧ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ।
Post a Comment