କୋଲକାତା ଠାର ଜଣେ ମହିଳା ଡାକ୍ତର କଂ ପ୍ରତି ଘଟିଥିବା ଏକ ଅମାନବୀୟ ବଲାତ୍କାର ଓ ହତ୍ଯା ର ପ୍ରତିବାଦ ରେ ଖଡିଆଳ ଠାରେ ଏକ ଶାନ୍ତିପୂର୍ଣ୍ଣ କେଣ୍ଡଲ ଶୋଭାଯାତ୍ରା, ଖଡିଆଳ ବୋଡେନ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଆଜାଦ ଛକ ରେ ପହଞ୍ଚି ଥିଲା ସେଠାରେ ମ୍ରୁତ ମହିଳା ଡାକ୍ତର କଂ ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ଏଥିସହ ହତ୍ଯାକାରୀ ମାନ କୁଂ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବୀ କରିଥିଲେ ଶୋଭାଯାତ୍ରା ରେ ଖଡିଆଳ ର ଆୱାଜ, ସଂଗଠନ ସ୍ୱୟଂ ଶକ୍ତି ମହିଳା ମହାସଂଘ, ଯୁବ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତାଗଣ ସାମିଲ ହୋଇଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment