ନୂଆପଡ଼ା ନେସନାଲ କଲେଜରେ ୧୦ ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ସହ ଭାବ ବିନିମୟ, ଏବଂ ବୋଡ଼େନ ବିନୋପୁର ଠାରେ ସାଧାରଣ ଅଭିଯୋଗ ଶୁଣାଣି ଶିବିର କୁ ସମ୍ବୋଧନ
ଖଡ଼ିଆଳ : (ଆଜତକ ଓଡ଼ିଶା) ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଫାଇପ ଟି ଅଧ୍ୟକ୍ଷ ଭୀକେ ପାଣ୍ଡିଆନ ଗସ୍ତ କରି ଜିଲ୍ଲା ର ଦୁଇ ଗୋଟି ସ୍ଥାନରେ ଯୋଗଦେଇଛନ୍ତି। ନୂଆପଡ଼ା ନେସନାଲ କଲେଜ ପରିସର ମଧ୍ୟରେ ୧୦ ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ସହ ଭାବ ବିନିମୟ କରିଛନ୍ତି। ଏହି ସଭାରେ ଶିକ୍ଷା ସହ ସବୁ କ୍ଷେତ୍ର ରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ତେଣୁ ଏହାର ସୁଯୋଗ ନେଇ ଶିକ୍ଷା ସହ ସବୁ କ୍ଷେତ୍ର ରେ ବିକାଶ କରିବା ଲକ୍ଷ ଅଟେ।, ସେହିପରି ବୋଡ଼େନ ବ୍ଲକ ବିନୋପୁର ଗ୍ରାମ ଠାରେ ସାଧାରଣ ଅଭିଯୋଗ ଶୁଣାଣି ଶିବିର କୁ ସମ୍ବୋଧନ କରିଛନ୍ତି। ଗତ ମେ ମାସ ଗସ୍ତ କରି ନୂଆପଡ଼ା ଜିଲ୍ଲା ର ୮୪୦ ଗୋଟି ଆବେଦନ ପତ୍ର ଗ୍ରହଣ କରିଥିବା ବେଳେ ସେଥମଧ୍ୟରୁ ୭୬୦ ଗୋଟି ଆବେଦନ ପତ୍ର ଉପରେ କାର୍ଯ୍ୟ ଆରମ୍ଭ ହୋଇଅଛି। ବକେୟା ଆବେଦନ ପତ୍ର ତୁରନ୍ତ ସମାଧାନ ହେବ ବୋଲି ମତବ୍ୟକ୍ତ କରିଛନ୍ତି।
Post a Comment