ନୂଆପଡ଼ା (ପ୍ରମେଶ୍ବର ମେହେର) ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଉଚ୍ଚ ସ୍ତରୀୟ ଉନ୍ନତ ମାନର ଶିକ୍ଷା ସ୍ୱାସ୍ଥ୍ୟ ପରିବେଶ ନିଜ ହକ ଅଧିକାର ପାଇଁ ଆଜି ନୂଆପଡ଼ା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଭୁଞ୍ଜିଆ ସମାଜର ଲୋକେ ଏକତ୍ରିତ ହୋଇ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ବାବେବିର ହାଇସ୍କୁଲ ଖେଳ ପଡିଆ ଠାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ଅନେକ ଦିନରୁ ତାଙ୍କ ରହିଥିବା ଛଅ ଦଫା ଦାବି ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ରୁ ବାଦ ୫ ଗୋଟି ବ୍ଲକର ସମସ୍ତଙ୍କୁ ସର୍ଭେକରି ଅନ୍ତର୍ଭୁକ୍ତ କରାଯାଇ,ଭୁଞ୍ଜିଆ ଜାତିର ପୁଅ ଝିଅ ମାନଙ୍କ ଶିକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଶହ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ପ୍ରତ୍ୟେକ ଗ୍ରାମରେ ଭିତ୍ତିଭୂମି ଚିହ୍ନଟ କରାଯାଇ ଭୂଞ୍ଜିଆ ଜାତିରେ ପୂଜା ପାଉଥିବା ପ୍ରତ୍ୟେକ ଦେବା ଦେବୀଙ୍କ ନୂତନ ଗୁଡ଼ି ତିଆରି କରାଯିବା ସହ ପୁଝାରୀ ଝାଙ୍କର ମାନଙ୍କୁ ଅନୁଦାନ ରାଶି ପ୍ରଦାନ କରିବା,ପାତାଳଗଙ୍ଗା ତୀର୍ଥ ସ୍ଥଳିରେ ଦେବୀ ଆଦି ଶକ୍ତି ଙ୍କର ମନ୍ଦିର ନିର୍ମାଣ କରିବା ଶହ ଆଶ୍ରୟ ସ୍ଥଳି ଭୋଜନାଲୟ ନିର୍ମାଣ,ବାବେବିର ଗ୍ରାମ ଭୁଞ୍ଜିଆ ମାନଙ୍କ କେନ୍ଦ୍ର ସ୍ଥଳି ହୋଇ ଥିବା ଯୋଗୁଁ ଗ୍ରାମରେ ଏକ ସଭା ଗୃହ ନିର୍ମାଣ,ରଜନା ଗ୍ରାମର ଉପକୂଳ ଇନ୍ଦ୍ର ନଦୀ ଉପକୂଳରେ ଅବସ୍ଥିତ ବହୁ ପ୍ରାଚୀନ ଶ୍ରୀ ସୋମନାଥସ୍ୱର ଶିବ ମନ୍ଦିରର ଉନ୍ନତି ସରକାରଙ୍କର ସ୍ଵତନ୍ତ୍ର ଫଣ୍ଡ ରୁ ଉନ୍ନତି କରଣ କରିବା ଆଦି ଛଅ ଗୋଟି ଦାବୀ ପତ୍ର ନେଇ ସଭାର ସଭାପତି ହେରା ସିଂ ପୁଝାରୀଙ୍କ ନେତୃତ୍ବରେ ମାନ୍ୟବର ବିଧାୟକ ଖଡ଼ିଆଳ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହିଙ୍କୁ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ଉ୍ନୟନ ସଂସ୍ଥାର ଅଧ୍ୟକ୍ଷ ଭକ୍ତ ରାମ ମାଝୀ ଜୋନ ନଂ ୧ ଜିଲ୍ଲା ପରିଷଦ ମୁରଲୀ ଧର ଭୋଇ,କାଲି ପ୍ରଧାନ,ଖଡିଆଳ ନିର୍ବାଚନ ମଣ୍ଡଳୀର ବିଧୟକ ପ୍ରାଥି ବିକ୍ରମ ମାଝୀ,ତୁଲାରାମ ଚିନ୍ଦା,ବିର୍ବଲ୍ ଚିନ୍ଦା,ଧବେଲେଶ୍ୱର୍ ପୁଝାରୀ,ଜୟ ସିଂ ଛତ୍ରିଆ,ଦାମୁଦର ଚିନ୍ଦା,ଘାସିରାମ ଚିନ୍ଦା,ମକୁନ୍ଦ ଚିନ୍ଦା,ଟୁନା ପୁଝାରୀ,କୁମ ଚିନ୍ଦା,ତୁଳସୀ ରାମ ଚିନ୍ଦା,ରାଜ ଚିନ୍ଦା ଉପସ୍ଥିତ ରହି ଥିବା ବେଳେ ଜିଲ୍ଲା ସଂପାଦକ ପ୍ରଭାସ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ। ଏବଂ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ମାନଙ୍କ ଶହ ହଜାର ହଜାର ସଂଖ୍ୟାରେ ସମାଜ ପ୍ରେମୀ ମାନେ ଉପସ୍ଥିତ ରହି ଥିଲେ।

Post a Comment