ସୁବର୍ଣ୍ଣପୁର (ଗଣପତିବାଘ) ବାରାହା ଆକ୍ରମଣ ରେ ବନ କର୍ମଚାରୀ(ଫରେଷ୍ଟ ଗାର୍ଡ) ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଘଟିଛି ଘଟଣା। ବନ କର୍ମଚାରୀ ହେଲେ ଆଶୁତୋଷ ହୋତା, ଆଜି ସକାଳେ ଏକ ବାରାହା କେନାଲରେ ଫସି ଯାଇଥିଲା ଏହାକୁ ଉଦ୍ଧାର କରିବାକୁ ଯାଇଥିଲେ ଓ ଏହି ସମୟରେ ଫରେଷ୍ଟ ଗାର୍ଡକୁ ବାରାହ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଗୋଡରେ କ୍ଷତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡ଼ାକ୍ତର ଖନାରେ ଭର୍ତି କରାଯାଇଛି।

Post a Comment