ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ,

ଅବ୍ୟବସ୍ଥା ଭିତରେ ଚିକିତ୍ସାଳୟ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପାଣି ଗଳିବା ଏକ ଭିଡିଓ ଆଜି ଆମ କେମେରାରେ କଏଦ ହୋଇଛି । ଟିକିଏ ବର୍ଷା ରେ ମୁଖ୍ୟ ଚିକିତ୍ସାଳୟ ଫାଟକ ପାଖରୁ ଆରମ୍ଭ ଉପର ମହଲା ସିଡ଼ି ରାସ୍ତା ଯାହାକି ନୂତନ ଶୈଳୀରେ ତିଆରି ହୋଇଥିବା ଏମରଜେନସି କେବିନ କୁ ଯିବାବେଳେ ଟିକିଏ ବର୍ଷା ରେ ପାଣି ଗଳୁଛି ଆଜି ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ର ଆକଳନ ସୂଚନା ଫଳକ ନାହିଁ ଏବଂ ସରକାର ଙ୍କ କେଉଁ ଯୋଜନାରେ ତିଆରି କରାଯାଉଛି ଓ ସରକାରୀ ଯନ୍ତ୍ରୀ ର ଅଣ ଦେଖା ନାଁ ମଧୁଚନ୍ଦ୍ରିକା ରେ ଚାଲିଛି ନିର୍ମାଣ କାର୍ଯ୍ୟକ୍ରମ। ଜିଲ୍ଲା ପ୍ରଶାସନ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର।

Post a Comment

Previous Post Next Post