ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଅଖିଳ ଭାରତୀୟ କଂଗ୍ରେସ କମିଟି ର ଡାକରା ରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିଷ୍ପତ୍ତି କ୍ରମେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମର୍ଦା ରୋଡ଼ ରୁ ଆରମ୍ଭ ହୋଇଛି ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ଙ୍କ ସଭାପତିତ୍ବ ରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଙ୍କ ସଂଯୋଜନା ରେ ଅମର୍ଦା ରୋଡ଼ ଷ୍ଟେସନ ଛକ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ପ୍ରଥମେ ଅମର୍ଦା ରୋଡ଼ ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ କଂଗ୍ରେସ କର୍ମୀ ଓ ନେତୃତ୍ୱ ମାନେ ଆସିଥିଲେ ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ସଂଜୀବ ଗିରି ଓ ପିସିସି ମୁଖପାତ୍ର ତଥା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ନେତା ସୁଦର୍ଶନ ଦାସ ଯୋଗଦେଇ କେନ୍ଦ୍ର ର ମୋଦି ସରକାର ଙ୍କ ବିରୋଧ ରେ ବର୍ଷି ଥିଲେ ଦରଦାମ ଆଜି ଜନ ସାଧାରଣଙ୍କୁ ବେଶ୍ ଚିନ୍ତିତ କରିଛି ମୋଦି କେବଳ ଆଦାନୀ ଅମ୍ବାନୀ ପାଖରେ ବନ୍ଧା ପଡି ସାଧାରଣ ଜନତା ଙ୍କୁ ଭକୁଆ କରିଛି ତେଣୁ କଂଗ୍ରେସ ଦଳ ତାର ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ ଏହି ସଭାରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି ଜିଲ୍ଲା କଂଗ୍ରେସ ଶ୍ରମିକ ସଭାପତି ବିକାଶ ଦାସ ଜନ ନେତା ଅରୁଣ ଜେନା ନଟାକଟା ପଞ୍ଚାୟତ କଂଗ୍ରେସ ସଭାପତି ଭୁବନ ରଣା, ନଟାକଟା ପଞ୍ଚାୟତର ଉପସଭାପତି ପ୍ରବୋଧ କୁମାର ଦାସ, ଉପସଭାପତି ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ସୁଦାମ ପାତ୍ର ସରପଞ୍ଚ ପଦ୍ମଲୋଚନ ବେହେରା, ପୁର୍ବତନ ସରପଞ୍ଚ ପ୍ରଭାଶ ମଣ୍ଡଳ ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ ,ଜୟନ୍ତ କୁମାର ମହାପାତ୍ର, ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ରବିନ୍ଦ୍ର ଭଞ୍ଜ, ନଟାକଟା ପଞ୍ଚାୟତ ସମ୍ପାଦକ ଲକ୍ଷ୍ମୀଧର ଜେନା, କାର୍ତ୍ତିକ ସାହୁ ଭାଗବତ, ଦାସ ଉମେଶ ପ୍ରଧାନ, ପ୍ରଦୀପ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ନିତ୍ୟାନନ୍ଦ ନାୟକ ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ ଯୁବ ନେତା ଶୁଶାନ୍ତ ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ।
ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ହଲାବଲ ଅମର୍ଦା ରୋଡ଼ ରୁ ଆରମ୍ଭ
ଆଜତକ ଓଡ଼ିଶା
0
Post a Comment