ହରଭଙ୍ଗା (ଶୁଶାନ୍ତ କୁମାର୍ ବେହେରା) ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ସେବା ସମବାୟ ସମିତି ଲିଃ ର ନୂତନ ସଭାପତି ଭାବେ ବିଜୟୀ ହେଲେ ସୁରେନ୍ଦ୍ର ପ୍ରଧାନ,। ଶୁକ୍ରବାର ସକାଳେ ସମସ୍ତ ନୀତିନିୟମ ଅନୁଯାଇ ଶାନ୍ତି ଶୃଙ୍ଖଳାରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରେନ୍ଦ୍ର ପ୍ରଧାନ (ଫୁଟବଲ ଚିହ୍ନ )ଙ୍କ ସପକ୍ଷରେ ମୋଟ ୯ ଟି ଭୋଟ ପଡିଥିବା ବେଳେ ପ୍ରତିଦ୍ୱନ୍ଦୀ ଲୁଲୁ ସେଠି (ସ୍ଟୁ ଲ ଚି଼ହ୍ନ )ଙ୍କ ୬ ଟି ଭୋଟ ପଡ଼ିଥିଲା ।ଏଥିରେ ସୁରେନ୍ଦ୍ର ପ୍ରଧାନ ବିଜୟ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ବିରଞ୍ଚି କାଲସେ ସୂଚନା ଦେଇଛନ୍ତି । ପରେ ନୂତନ ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କୁ ସମିତି ସମ୍ପାଦକ ନିରୋଦ ପାତ୍ର ଓ ରାମଗଡ ପଂଚାୟତ ର ବରିଷ୍ଠ ନାଗରିକ ଗୋପବନ୍ଧୁ ମହାପାତ୍ର, ସଂଜୀବ ସାହୁ ସୁଜିତ କର୍ଣ୍ଣ, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ବେହେରା ଓ ଅନନ୍ୟ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଥିଲେ ।
ରାମଗଡ଼ ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ପ୍ରଧାନ
ଆଜତକ ଓଡ଼ିଶା
0
Post a Comment