ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍କା ସଦର ଘୋଡାଘାଟପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସର ରେ ଘୋଡାଘାଟ ପଡା ଗଜଲକ୍ଷ୍ମି ପୁଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ହେବାକୁଥିବା ଗଜଲକ୍ଷ୍ମୀ ପୁଜା ମହାସମାରୋହରେ ଜାକଜମକ ଭାବରେ ପୁଜାକୁ ଉତ୍ସବ ମୁଖର କରିବାପାଇଁ ତିନିମାସ ପୂର୍ବରୁ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଜାପାଇଁ ହେବାକୁ ଥିବା ଆୟବ୍ୟୟର ଅଟକଳ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା ା ଆୟୋଜିତ ବୈଠକରେ ଗଜଲକ୍ଷ୍ମି ପୂଜା କମିଟିର ସଭାପତି ରାଜା ପାଣିଗ୍ରାହି, ସମ୍ପାଦକ ସୁମିତ ପୁଝାରୀ , କୋଷାଧ୍ୟକ୍ଷ ସୁବଳ ବାରିକ, ସୋମନାଥ ସାହୁ.ଆକାଶ ବିଦ୍ୟାଧର. ଶିଲୁ ପାଣିଗ୍ରାହି, ବବୃବାହନ ମେହେର. ତରଣି ମେହେର. ବଳରାମ ମେହେର. ପ୍ରଭାତ କିଶୋର ଦାନି. ଆଦିତ୍ୟ ଦାନି. ଭାଗିରଥି ମିଶ୍ର. ରମା ମେହେର . ଯଶୋବନ୍ତ ମହଲା.ଗଣପତିବାଘ. ହିମାଂସୁ ଶତପଥି. ଜିତେନ୍ଦ୍ର ପଟ୍ଟନାୟକ ଅଜିତ ସାହୁ.ସତ୍ୟଜିତ ସାହୁ. ରବି ପଟ୍ଟନାୟକ. ସନ୍ତୋଷ ପ୍ରଧାନ.ଙ୍କ ସମତେ କମିଟିର ସମସ୍ତ ସକ୍ରିୟ ସଦସ୍ୟ ଉପସ୍ଥିତ ରହିଥିଲେ।
ସୁବର୍ଣ୍ଣପୁର ର ପ୍ରସିଦ୍ଧ ଗଜଲକ୍ଷ୍ମିପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଆଜତକ ଓଡ଼ିଶା
0
Post a Comment