କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ପ୍ରେସ କ୍ଲବ କଣ୍ଟାବାଞ୍ଜି ତରଫରୁ ଆରୋଗ୍ୟମ ମେଡ଼ିକାଲ ପରିସର ରେ ଗୋଟିଏ ମାଗଣାରେ ମାନସିକ ରୋଗ ଚିକିତ୍ସା ଶିବିର ର ଆୟୋଜନ କରାଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜା ଙ୍କ ସଭାପତିତ୍ୱ ର ଏହି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରା ଯାଇଛି । ଏହି ଶିବିର ରେ ୯୨ ଲୋକଙ୍କ ଚିକିତ୍ସା ଏବଂ ପରାମର୍ଶ କରା ଯାଇଥିଲା ଏହି ଶିବିର ରେ ପ୍ରସିଦ୍ଧ ସ୍ନାୟୁ ଏବଂ ମାନସିକ ରୋଗ ବିଶେଷଜ୍ଞ ଅନିଲ ନାୟକ ଚିକିତ୍ସା ପରାମର୍ଶ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ
ପ୍ରେସ କ୍ଲବ କଣ୍ଟାବାଞ୍ଜି ର କାର୍ଯ୍ଯକାରୀ ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁର,ଉପସଭାପତି,ରଶ୍ମି ରଂଜନ ପୁଟେଲ, ମନୋଜ ଶର୍ମା, ଯୁଗ୍ମ ସମ୍ପାଦକ ଅନୀଲ ତ୍ରିପାଠୀ, ଦୀପକ ଯାଦବ, କେଶୀୟର ହନନ୍ନୀ ସିଂହ, ପରାମର୍ଶଦାତା ଆଶିଷ ଖୈତାନ, ଆନନ୍ଦ ମୋଟେ, ଦୁର୍ଗା ପ୍ରସାଦ ଗୁପ୍ତା, ଅଶୋକ ଖମାରି, କାର୍ଯ୍ଯକାରୀ ସଭ୍ୟ ଯୁଗଳ କିଶୋର ଶବର, ରୋହନ କୁମାର ମହତ,ବିଶିକେଶନ ମାଝୀ, ସୁବ୍ରତ ମହାକୁର,ବିକାଶ ମିତ୍ତଳ, ଜଗମୋହନ ତାଣ୍ଡି, ଦିନେଶ ଜୈନ,ଦୀପକ ପାଣିଗ୍ରାହୀ, ସୁଶାନ୍ତ ବେହେରା,ଗଣେଷ ଦାସ, ସହ ସ୍ବେଚ୍ଛାସେବୀ ଚିନ୍ତୁ ମହାକୁର, କରଣ ଭୋଇ, ବିପିନ ମହାପାତ୍ର, ଗୋପୁ ସଂଖାଲି କମ୍ପ, ପ୍ରମୁଖ ସହଯୋଗ କରିଥିଲେ , ପ୍ରେସ କ୍ଲବ ର ଏହି ଜନସେବା କାର୍ୟ୍ଯ କୁ ଜନସାଧାରଣ ରେ ପ୍ରଶଂସା ହେଉଛି।
Post a Comment